Odia Daily Panji 8th October 2017

ଅକ୍ଟୋବର ୮, ୨୦୧୭, ରବିବାର,କନ୍ୟା ୨୨ଦିନ,କାର୍ତ୍ତିକ ୩ଦିନ

ବାୟୁସେନା ଦିବସ

ସୂର୍ଯ୍ୟୋଦୟ : ୫/୪୫/୨୮,   ସୂର୍ଯ୍ୟାସ୍ତ : ୫/୨୫/୪୬

ତିଥି : କୃଷ୍ଣ ତୃତୀୟା ଅପରାହ୍‌ଣ ୫/୨୩ | ଦ୍ୱିଜା ନକ୍ଷତ୍ର ଦିନ ୪/୫୬ | ମେଷ ଚନ୍ଦ୍ର ରାତି ୧୦/୨୮ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ବୃଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ,କୁମ୍ଭ ଓ ମୀନ ରାଶି | ଅପରାହ୍‌ଣ ୫/୦୩ ପରେ ରୋହିଣୀ,ମୃଗଶିରା,ପୁନର୍ବସୁ,ଅଶ୍ଳେଷା,ପୂର୍ବଫାଲ୍‌ଗୁନୀ,ହସ୍ତା,ଚିତ୍ରା,ବିଶାଖା,ଜ୍ୟେଷ୍ଠା,ଶ୍ରବଣା,ଧନିଷ୍ଠା,ପୂ.ଭାଦ୍ର,ରେବତୀ ଓ ଦ୍ୱିଜା ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଅପରାହ୍‌ଣ  ୫/୨୩ ପରେ ନୈଋତ କୋଣରେ, ଯାତ୍ରା ଶୁଭ |  ଶୁଭକର୍ମ : ନୌକାଗଠନ | ଶୁଭବେଳା : (ଅମୃତ) ଦିନ ୬/୩୦ ରୁ ୮/୫୦, ଦିନ  ୧୧/୫୬ ରୁ ୦୩/୦୨,ରାତି ୧୧/୫୭ ରୁ ୧/୩୬ (ମାହେନ୍ଦ୍ର) ଦିନ ୩/୪୮ ରୁ ୪/୩୫ | ଅଶୁଭବେଳା : ଦିନ ୧୦/୦୬ ରୁ ୧୧/୫୫ |  ପୁଷ୍କରଦୋଷ : ଏକପାଦ,ଦିନ ୪/୫୬ ପରେ ଦ୍ୱିପାଦ |