Odia Daily Panji 8th September 2017

ସେପ୍ଟେମ୍ବର ୮  ,୨୦୧୭, ଶୁକ୍ରବାର, ସିଂହ ୨୩ ଦିନ, ଆଶ୍ୱିନ ୨ ଦିନ

ବିଶ୍ୱ ସାକ୍ଷରତା ଦିବସ,ସ୍ୱାମୀ ଶିବାନନ୍ଦ ଜୟନ୍ତୀ

ସୂର୍ଯ୍ୟୋଦୟ: ୫/୩୬/୧୫, ସୂର୍ଯ୍ୟାସ୍ତ: ୫/୫୨/୪୫

ତିଥି: କୃଷ୍ଣ ଦ୍ୱିତୀୟା ଦିନ ୧୦/୩୮ | ଉତ୍ତରଭାଦ୍ର ନକ୍ଷତ୍ର ଦିନ ୨/୦୨ , ମୀନ ଚନ୍ଦ୍ର ଅହୋରାତ୍ର | ଘାତବାର: ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର: ଧନୁ ରାଶି | ମେଷ, ବୃଷ, ମିଥୁନ, କନ୍ୟା, ତୁଳା ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ତୃତୀୟାର ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୧୦/୩୮ ପରେ ଆଗ୍ନେୟ କୋଣରେ, ଯାତ୍ରା ଶୁଭ |  ଶୁଭକର୍ମ: ବୃକ୍ଷରୋପଣ, ନାମକରଣ, ଅନ୍ନପ୍ରାଶନ, ବାଣିଜ୍ୟକରଣ, ହଳପ୍ରବାହ, ନବାନ୍ନ ଭକ୍ଷଣ, ନିଷ୍କ୍ରମଣ | ଶୁଭବେଳା: (ଅମୃତ) ଦିନ ୮/୦୧ ମଧ୍ୟେ ୧୦/୨୫, ୧୨/୩୯ ରୁ ୨/୧୫, (ମାହେନ୍ଦ୍ର) ରାତି ୧୦/୪୫ ରୁ ୧୧/୩୪ | ଅଶୁଭବେଳା: ଦିନ ୧୦/୨୬ ରୁ ୧୧/୩୬, ରାତି ୮/୩୬ ରୁ ୧୦/୪୪, ୧୧/୩୫ ରୁ ୧/୦୭ | ପୁଷ୍କରଦୋଷ: ଏକପାଦ |