Odia Daily Panji 9th August 2017

ଅଗଷ୍ଟ ୯,୨୦୧୭, ବୁଧବାର, କର୍କଟ ୨୫ଦିନ, ଭାଦ୍ରବ ୨ଦିନ

ବୁଧିବାମନ ଓଷା ଆରମ୍ଭ,ଅଗଷ୍ଟ କ୍ରାନ୍ତି ଦିବସ

ସୂର୍ଯ୍ୟୋଦୟ : ୫/୨୮/୪୦,   ସୂର୍ଯ୍ୟାସ୍ତ : ୬/୧୫/୪୫

ତିଥି : କୃଷ୍ଣ ଦ୍ୱିତୀୟା ରାତି ୧୨/୩୦ ପର୍ଯ୍ୟନ୍ତ |ଶତଭିଷା ନକ୍ଷତ୍ର ଅହୋରାତ୍ର ,କୁମ୍ଭ ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ,ବୃଷ,ସିଂହ, ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି ୧୧/୪୩୦ ପରେ ଆଗ୍ନେୟ କୋଣେ, ଯାତ୍ରା ଶୁଭ |  ଶୁଭକର୍ମବୃକ୍ଷରୋପଣ, ନୌକାଗଠନ, ଦେବତାଗଠନ, ହଳପ୍ରବାହ, | ଶୁଭବେଳା : (ଅମୃତ) ଦିନ ୯/୪୪ ରୁ ୧୧/୨୫, ଦିନ ୩/୪୦ ରୁ ୫/୨୧ |  ଅଶୁଭବେଳା : ଦିନ ୮/୪୦ ରୁ ୯/୩୦ |  ପୁଷ୍କରଦୋଷ : ଏକପାଦ,ଦିନ ୧୨/୩୦ ପରେ ଦ୍ୱିପାଦ |