Odia Daily Panji 9th December 2017

ଡିସେମ୍ବର ୯,୨୦୧୭, ଶନିବାର, ବିଛା ୨୪ଦିନ, ପୌଷ ୬ଦିନ

ମା’ ଶାରଦା ଦେବୀଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୧୩/୪୦,   ସୂର୍ଯ୍ୟାସ୍ତ : ୫/୦୩/୫୪

ତିଥି : କୃଷ୍ଣ ସପ୍ତମୀ ରାତି ୧/୫୫ | ମଘା ନକ୍ଷତ୍ର ସଂଧ୍ୟା ୬/୩୭, ସିଂହ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ, ସିଂହ, କନ୍ୟା ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୧/୫୫ ପରେ ଐଶାନ୍ୟ କୋଣରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୪୩ ରୁ ୯/୫୨, ଦିନ ୧୨/୦୨ ରୁ ୨/୫୫, ଦିନ ୩/୩୯ ରୁ ୫/୦୫ |  ଅଶୁଭବେଳା : ଅସ୍ତରୁ ୬/୪୫ |  ପୁଷ୍କରଦୋଷ : ଏକପାଦ |