Odia Daily Panji 9th February 2018

ଫେବୃଆରି ୯, ୨୦୧୮, ଶୁକ୍ରବାର, ମକର ୨୭ଦିନ, ଫାଲଗୁନ ୯ ଦିନ

ସୂର୍ଯ୍ୟୋଦୟ : ୬/୨୨/୩୧,   ସୂର୍ଯ୍ୟାସ୍ତ : ୫/୩୮/୫୭

ତିଥି : କୃଷ୍ଣ ନବମୀ ଦିନ ୧୨/୨୦ | ଅନୁରାଧା ନକ୍ଷତ୍ର ସନ୍ଧ୍ୟା ୫/୪୦, ବିଛାଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ,କନ୍ୟା, ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ଅପରାହ୍‌ଣ ୫/୩୩ ପରେ ମୂଳା,ପୂର୍ବଷାଢା,ଶ୍ରଵଣା,ଶତଭିଷା,ଉତ୍ତରଭାଦ୍ର,ଅଶ୍ୱିନୀ,ଦ୍ୱିଜା,ରୋହିଣୀ,ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବଫାଲ୍‌ଗୁନୀ,ହସ୍ତା,ସ୍ୱାତୀ,ଅନୁରାଧା ନକ୍ଷତ୍ରମାନଙ୍କର ତାରାଶୁଦ୍ଧି l  ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବକୁ  ଦିନ ୧୨/୨୦ ପରେ ଉତ୍ତରରେ, ଯାତ୍ରା ନିଷେଧ l  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୩୬ ରୁ ୧୦/୫୨,ଦିନ ୧/୦୮ ରୁ ୨/୩୯, ଦିନ ୪/୧୦ ରୁ ୫/୪୧ l ଅଶୁଭବେଳା : ଦିନ ୧୦/୫୩ ରୁ ୧୨/୦୦, ରାତି ୮/୩୬ ରୁ ୧୦/୨୬ l  ପୁଷ୍କରଦୋଷ : ନାହିଁ |