Odia Daily Panji 9th July 2017

ଜୁଲାଇ ୯,୨୦୧୭, ରବିବାର, ମିଥୁନ ୨୫ଦିନ, ଆଷାଢ ୩୦ଦିନ

ବ୍ୟାସ ପୂର୍ଣ୍ଣିମା, ଗୋବର୍ଦ୍ଧନ ପୀଠରେ ଗୁରୁପୁଜା

ଶରଣ ପଞ୍ଚକ ଆରମ୍ଭ

ସୂର୍ଯ୍ୟୋଦୟ : ୫/୧୭/୪୦,   ସୂର୍ଯ୍ୟାସ୍ତ : ୬/୨୫/୫୮

ତିଥି : ପୂର୍ଣ୍ଣିମା, ଦିନ ୯/୪୫ | ନକ୍ଷତ୍ର : ପୁର୍ବାଷାଢା, ସକାଳ ୫/୩୮, ଧନୁ ଚନ୍ଦ୍ର ରାତି ୧୨/୧୦ | ଘାତବାର : ମେଷରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ଚନ୍ଦ୍ରଶୁଦ୍ଧି : ଦିନ ୯/୪୫ ପରେ ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ଦିନ ୯/୪୫ ପରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭ଟାରୁ ୯/୪୦ |  ଅଶୁଭବେଳା : ଦିନ ୧୦/୧୪ ରୁ ୧/୩୦ |  ପୁଷ୍କରଦୋଷ : ଏକପାଦ, ସନ୍ଧ୍ୟା ୫/୩୮ ପରେ ଦ୍ୱିପାଦ |