Odia Daily Panji 9th March 2018

ମାର୍ଚ୍ଚ ୯, ୨୦୧୮, ଶୁକ୍ରବାର, କୁମ୍ଭ ୨୫ଦିନ, ଚୈତ୍ର ୮ ଦିନ

ସୂର୍ଯ୍ୟୋଦୟ : ୬/୦୩/୫୩,   ସୂର୍ଯ୍ୟାସ୍ତ : ୫/୫୦/୩୫

ତିଥି : କୃଷ୍ଣ ଅଷ୍ଟମୀ ଅହୋରାତ୍ର l ଜ୍ୟେଷ୍ଠା ନକ୍ଷତ୍ର ରାତି ୪/୧୫,ବିଛା ଚନ୍ଦ୍ର ରାତି ୪/୧୫ l ଘାତବାର : ବିଛା,ଧନୁ ଓ ମୀନ ରାଶି |  ଘାତଚନ୍ଦ୍ର : ନାହିଁ | ଗତ ଦିବସ ରାଶିମାନଙ୍କର, ରାତି ୪/୧୫ ପରେ ମିଥୁନ,କର୍କଟ, କନ୍ୟା,ତୁଳା,ଧନୁ,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ ଅହୋରାତ୍ର ଯାତ୍ରା ନିଷେଧ l ଶୁଭକର୍ମ:ଶ୍ରୀବିଷ୍ଣୁ ପ୍ରତିଷ୍ଠା, ନୌକାଗଠନ ଓ ଯାତ୍ରା, ହଳପ୍ରବାହ, ନବବସ୍ତ୍ରାଳଙ୍କାର ଧାରଣ, ବୀଜବପନ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୩୪ ମଧ୍ୟରେ, ୮/୨୨ ରୁ ୧୦/୪୪,  ଦିନ ୧/୦୭ ରୁ ୨/୪୨, ଦିନ ୪/୧୭ ରୁ ଅପରାହ୍‌ଣ ୫/୫୨, ରାତି ୭/୨୮ ରୁ ୯/୦୫, ରାତି ୩/୩୩ ରୁ ୪/୨୧ (ମାହେନ୍ଦ୍ର) ରାତି ୧୦/୪୨ ରୁ ୧୧/୩୧, ରାତି ୪/୨୧ ରୁ ନିଶାନ୍ତ ୫/୫୮ l ଅଶୁଭବେଳା : ଦିନ ୧୦/୪୫ ରୁ ୧୧/୫୬ l   ପୁଷ୍କରଦୋଷ : ନାହିଁ |