Odia Daily Panji 9th October 2017

ଅକ୍ଟୋବର ୯, ୨୦୧୭, ସୋମବାର,କନ୍ୟା ୨୩ ଦିନ,କାର୍ତ୍ତିକ ୪ଦିନ

ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୪୨/୪୫, ସୂର୍ଯ୍ୟାସ୍ତ : ୫/୨୫/୪୭

ତିଥି : କୃଷ୍ଣ ଚତୁର୍ଥୀ ଦିନ ୨/୪୫ | କୃତ୍ତିକା ନକ୍ଷତ୍ର ଦିନ ୩/୦୪, ବୃଷ ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି, ଘାତଚନ୍ଦ୍ର :  ବିଛା ରାଶି | ବୃଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପଞ୍ଚମୀର ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ରାତି ୨/୪୫ ପରେ ଦକ୍ଷିଣରେ ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୭/୧୭, ଦିନ ୮/୫୦ ରୁ ୧୧/୦୯,ରାତି ୭/୫୦  ରୁ ୧୧/୦୫  | ଅଶୁଭବେଳା : ଦିନ ୭/୧୮ ରୁ ୮/୩୮ |  ପୁଷ୍କରଦୋଷ : ଏକପାଦ |