Odia Daily Panji 9th September 2017

ସେପ୍ଟେମ୍ବର ୯  ,୨୦୧୭, ଶନିବାର, ସିଂହ ୨୪ ଦିନ, ଆଶ୍ୱିନ ୩ ଦିନ

ସୂର୍ଯ୍ୟୋଦୟ: ୫/୩୬/୨୮, ସୂର୍ଯ୍ୟାସ୍ତ: ୫/୫୧/୫୪

ତିଥି:¨କୃଷ୍ଣ ତୃତୀୟା ଦିନ ୯/୧୨ ପର୍ଯ୍ୟନ୍ତ | ରେବତୀ ନକ୍ଷତ୍ର ଦିନ ୧୨/୧୮, ମୀନଚନ୍ଦ୍ର ଦିନ ୧୨/୧୮ | ଘାତବାର: ବୃଷ, ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର: ଧନୁରାଶି | ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ଆଗ୍ନେୟ କୋଣରେ, ଦିନ ୯/୧୨ ପରେ ନୈଋତ କୋଣରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୯/୩୬ ରୁ ୧୨/୪୮, ରାତି ୮/୨୬ ରୁ ୧୦/୪୯ | ଅଶୁଭବେଳା: ପ୍ରାତଃରୁ ଦିନ ୭/୯ ଓ ଅପରାହ୍‌ଣ ୪/୨୨ ରୁ ୫/୫୨ | ପୁଷ୍କରଦୋଷ: ଏକପାଦ |