Posts

jan-2018

Odia Calendar 2018 January

Odia Daily Panji 6th July 2017

ଜୁଲାଇ ୬,୨୦୧୭, ଗୁରୁବାର, ମିଥୁନ ୨୨ଦିନ, ଆଷାଢ ୨୭ଦିନ ନୀଳାଦ୍ରୀ ବିଜେ, ରସଗୋଲା ଦିବସ ସୂର୍ଯ୍ୟୋଦୟ : ୫/୧୬/୪୦,   ସୂର୍ଯ୍ୟାସ୍ତ : ୬/୨୫/୦୪ ତିଥି : ଶୁକ୍ଳ ତ୍ରୟୋଦଶୀ, ଅହୋରାତ୍ର | ନକ୍ଷତ୍ର : ଅନୁରାଧା, ଦିନ ୯/୦୫ ବିଛାଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭରାଶି | ଘାତଚନ୍ଦ୍ର : ନାହିଁ  | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ଅହୋରାତ୍ର, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୬/୧୦ ମଧ୍ୟେ, ଦିନ ୯/୪୦ ରୁ ୧୧/୨୫ |  ଅଶୁଭବେଳା : ଅପରାହ୍‌ଣ ୩/୦୯ ରୁ ୬/୩୦ |  ପୁଷ୍କରଦୋଷ : ନାହିଁ |

Odia Daily Panji 5th July 2017

ଜୁଲାଇ ୫,୨୦୧୭, ବୁଧବାର, ମିଥୁନ ୨୧ଦିନ, ଆଷାଢ ୨୬ଦିନ ଶ୍ରୀଗରୁଡ଼ ଶୟନ ଉତ୍ସବ, ଅଧରପଣା  ଭୋଗ ସୂର୍ଯ୍ୟୋଦୟ : ୫/୧୬/୧୨, ସୂର୍ଯ୍ୟାସ୍ତ : ୬/୨୬/୧୪ ତିଥି : ଶୁକ୍ଳ ଦ୍ୱାଦଶୀ, ରାତି ୨/୪୯| ନକ୍ଷତ୍ର : ବିଶାଖା (ମଳ), ରାତି ୬/୦୦, ବିଛାଚନ୍ଦ୍ର, ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ ରାତି ୨/୪୯ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା: (ଅମୃତ) ଦିନ ୨/୦୩ ରୁ ସଂଧ୍ୟା ୫/୩୩; ଅସ୍ତରୁ ରାତି ୧୦/୩ |  ଅଶୁଭବେଳା : ଦିନ ୮/୩୫ ରୁ ୧୦/୧୨ |  ପୁଷ୍କରଦୋଷ : ଦ୍ୱିପାଦ , ପ୍ରାତଃ ୬ଟାରୁ ରାତି ୨/୪୯ ମଧ୍ୟରେ ଏକପାଦ |

Odia Daily Panji 4th July 2017

ଜୁଲାଇ ୪,୨୦୧୭, ମଙ୍ଗଳବାର, ମିଥୁନ ୨୦ଦିନ, ଆଷାଢ ୨୫ଦିନ ଶ୍ରୀହରିଶୟନ ଏକାଦଶୀ, ସୁନାବେଶ, ଚତୁର୍ମାସ୍ୟା ବ୍ରତ ଓ ଅଶୁଦ୍ଧ କାଳ ଆରମ୍ଭ ସୂର୍ଯ୍ୟୋଦୟ : ୫/୧୫/୫୦,   ସୂର୍ଯ୍ୟାସ୍ତ : ୬/୨୫/୫୦ ତିଥି : ଶୁକ୍ଳ ଏକାଦଶୀ, ରାତି ୧୨/୨୦ | ନକ୍ଷତ୍ର : ବିଶାଖା ଅହୋରାତ୍ର ତୁଳାଚନ୍ଦ୍ର, ରାତି ୧୧/୧୩ | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ  | ଚନ୍ଦ୍ରଶୁଦ୍ଧି : ଗତ ଦିବସ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୧୨/୨୦ ପରେ ନୈଋତରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୦ ରୁ ୧୨/୧୫ ଓ ୩/୪୫ ରୁ ୪/୪୦, (ମାହେନ୍ଦ୍ର) ଦିନ ୨/୫୫ ରୁ ୩/୪୫ |  ଅଶୁଭବେଳା : ଦିନ ୬/୫୬ ରୁ ୮/୩୫ |  ପୁଷ୍କରଦୋଷ : ଦ୍ୱିପାଦ, ରାତି ୧୨/୨୦ ପରେ ତିନିପାଦ |

Odia Daily Panji 3rd July 2017

ଜୁଲାଇ ୩,୨୦୧୭ ସୋମବାର, ମିଥୁନ ୧୯ଦିନ, ଆଷାଢ ୨୪ଦିନ ବାହୁଡ଼ା ଯାତ୍ରା, ନିମାଇ ହରିଚନ୍ଦନଙ୍କ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୫/୪୦,   ସୂର୍ଯ୍ୟାସ୍ତ : ୬/୨୬/୦୦ ତିଥି : ଶୁକ୍ଳ ଦଶମୀ ରାତି ୯/୫୮ | ନକ୍ଷତ୍ର : ସ୍ୱାତୀ ରାତି ୩/୦୦ ତୁଳା ଚନ୍ଦ୍ର ଦିନ ଅହୋରାତ୍ର  | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ ରାତି ୯/୫୮ ପରେ ଆଗ୍ନେୟ କୋଣରେ, ଯାତ୍ରା ଶୁଭ |  ଶୁଭକର୍ମ : ବିବାହ, ପାଣିଗ୍ରହଣ, ଗୃହାରମ୍ଭ, ଗୃହପ୍ରବେଶ, ବ୍ରତୋପନୟନ, କର୍ଣ୍ଣବେଧ, ଦେବତାପ୍ରତିଷ୍ଠା, ଅନ୍ନପ୍ରାଶନ| ଶୁଭବେଳା : (ଅମୃତ) ଦିନ ୮/୪୭ ରୁ ୧୦/୩୦, ରାତି ୯/୧୫ ରୁ ୧୨/୦୦ (ମାହେନ୍ଦ୍ର) ରାତି ୩/୫୦ ରୁ ୪/୩୦  |  ଅଶୁଭବେଳା :ଦିନ ୬/୫୫ ରୁ ୮/୩୫ |  ପୁଷ୍କରଦୋଷ : ଏକପାଦ |

Odia Daily Panji 2nd July 2017

ଜୁଲାଇ ୨,୨୦୧୭ ରବିବାର, ମିଥୁନ ୧୮ଦିନ, ଆଷାଢ ୨୩ଦିନ ଆଡ଼ପ ମଣ୍ଡପରେ ସନ୍ଧ୍ୟ ଦର୍ଶନ ସୂର୍ଯ୍ୟୋଦୟ : ୫/୧୫/୨୪,   ସୂର୍ଯ୍ୟାସ୍ତ : ୬/୨୫/୫୮ ତିଥି : ଶୁକ୍ଳ ନବମୀ ରାତି ୭/୫୫ | ନକ୍ଷତ୍ର : ଚିତ୍ରା, ରାତି ୧୨/୧୮, କନ୍ୟାଚନ୍ଦ୍ର ଦିନ ୧୧ଟା  | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୭/୫୫ ପରେ ଉତ୍ତରରେ ଯାତ୍ରା ନିଷେଧ |  ଶୁଭକର୍ମ : ବିବାହ, ପାଣିଗ୍ରହଣ | ଶୁଭବେଳା :(ଅମୃତ) ଦିନ ୭/୦୨ ରୁ ୯/୪୦, ଅସ୍ତରୁ ସଂନ୍ଧ୍ୟା ୭/୫୦ ମଧ୍ୟରେ, ରାତି ୧୦/୪୫ ରୁ ୧୨/୫୫ (ମାହେନ୍ଦ୍ର) ଦିନ ୪/୪୦ ରୁ ୫/୩୦ |  ଅଶୁଭବେଳା : ଦିନ ୧୦/୫୫ ରୁ ୧/୩୦ |  ପୁଷ୍କରଦୋଷ : ଏକପାଦ |

Odia Daily Panji 1st July 2017

ଜୁଲାଇ ୧,୨୦୧୭ ଶନିବାର, ମିଥୁନ ୧୭ଦିନ, ଆଷାଢ ୨୨ଦିନ ପର୍ଶୁରାମ ଅଷ୍ଟମୀ, ବନମହୋତ୍ସବ ସୂର୍ଯ୍ୟୋଦୟ : ୫/୧୫/୫,   ସୂର୍ଯ୍ୟାସ୍ତ : ୬/୨୫/୫୨ ତିଥି : ଶୁକ୍ଳ ଅଷ୍ଟମୀ ସଂନ୍ଧ୍ୟା ୬/୨୦ | ନକ୍ଷତ୍ର : ହସ୍ତା ରାତି ୧୦/୪, କନ୍ୟାଚନ୍ଦ୍ର ଅହୋରାତ୍ର  | ଘାତବାର : ବୃଷ, ସିଂହ, କନ୍ୟା ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟରେ, ସଂନ୍ଧ୍ୟା ୬/୨୦ ପରେ ପୂର୍ବରେ ଯାତ୍ରା ଶୁଭ |  ଶୁଭକର୍ମ : ନାହିଁ | ଶୁଭବେଳା :(ଅମୃତ) ଦିନ ୩/୪୮ ରୁ ସଂନ୍ଧ୍ୟା ୬/୨୫, ରାତି ୭/୧୦ ରୁ ୭/୫୦ |  ଅଶୁଭବେଳା : ସୂର୍ଯୋଦୟରୁ ୬/୫୫ ଓ ଦିନ ୧/୩୦ ରୁ ୩/୦୮ |  ପୁଷ୍କରଦୋଷ : ଏକପାଦ |

Odia Daily Panji 30th June 2017

ଜୁନ ୩୦,୨୦୧୭ ଶୁକ୍ରବାର, ମିଥୁନ ୧୬ଦିନ, ଆଷାଢ ୨୧ଦିନ ସୂର୍ଯ୍ୟୋଦୟ : ୫/୧୪/୪୫,   ସୂର୍ଯ୍ୟାସ୍ତ : ୬/୨୫/୨୭ ତିଥି : ଶୁକ୍ଳ ସପ୍ତମୀ ସଂନ୍ଧ୍ୟା ୫/୨୫ | ନକ୍ଷତ୍ର : ଉତ୍ତର ଫାଲଗୁନୀ, ରାତି ୮/୨୫, କନ୍ୟାଚନ୍ଦ୍ର ଅହୋରାତ୍ର  | ଘାତବାର : ବିଛା, ଧନୁ, ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବରେ ସଂନ୍ଧ୍ୟା ୫/୨୫ ପରେ ଐଶାନ୍ୟରେ, ଯାତ୍ରା ଶୁଭ |  ଶୁଭକର୍ମ : ବିବାହ, ଗୃହାରମ୍ଭ, ଗୃହପ୍ରବେଶ, ଦୀକ୍ଷାଗ୍ରହଣ, ବୃକ୍ଷରୋପଣ, କର୍ଣ୍ଣବେଧ, ଚୂଡାକରଣ, ଦେବତାଗଠନ, ଔଷଧକରଣ | ଶୁଭବେଳା : (ଅମୃତ) ଦିନ ୧୨/୧୫ ରୁ ୨/୫୫, , ଅସ୍ତରୁ ରାତି ୮/୩୫; (ମାହେନ୍ଦ୍ର) ଦିନ ୬/୧୦ ରୁ ୭/, ଦିନ ୯/୪୦ ରୁ ୧୦/୩୦ |  ଅଶୁଭବେଳା : ଦିନ ୮/୩୫ ରୁ ୯/୩୮ |  ପୁଷ୍କରଦୋଷ : ଦ୍ୱିପାଦ, ସଂନ୍ଧ୍ୟା ୫/୨୫ ରୁ ୮/୨୫ ମଧ୍ୟରେ ଏକପାଦ |

Odia Daily Panji 29th June 2017

ଜୁନ ୨୯,୨୦୧୭ ଗୁରୁବାର, ମିଥୁନ ୧୫ଦିନ, ଆଷାଢ ୨୦ଦିନ ହେରାପଞ୍ଚମୀ ସୂର୍ଯ୍ୟୋଦୟ : ୫/୧୪/୨୮,   ସୂର୍ଯ୍ୟାସ୍ତ : ୬/୨୫/୪୦ ତିଥି : ଶୁକ୍ଳ ଷଷ୍ଠୀ ସଂନ୍ଧ୍ୟା ୫/୨୨ | ନକ୍ଷତ୍ର : ପୂର୍ବାଫାଲ୍‌ଗୁନୀ, ରାତି ୭/୩୨, ସିଂହ ଚନ୍ଦ୍ର ରାତି ୧/୪୦  | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ଚନ୍ଦ୍ରଶୁଦ୍ଧି : ଗତ ଦିବସ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ସଂନ୍ଧ୍ୟା ୫/୨୨ ପରେ ବାୟବ୍ୟରେ, ଯାତ୍ରା ଶୁଭ |  ଶୁଭକର୍ମ : ବ୍ରତୋପନୟନ, ବିଦ୍ୟାରମ୍ଭ, ଦେବତା ପ୍ରତିଷ୍ଠା, ନବାନ୍ନ | ଶୁଭବେଳା : (ଅମୃତ) ରାତି ୭/୦୯ ରୁ ୯/୨୦ (ମାହେନ୍ଦ୍ର) ସୂର୍ୟୋଦୟରୁ ଦିନ ୬/୧୦, ଦିନ ୯/୪୦ ରୁ ୧୧/୨୦ |  ଅଶୁଭବେଳା : ଅପରାହ୍‌ଣ ୩/୦୮ ରୁ ୬/୨୫ |  ପୁଷ୍କରଦୋଷ: ଏକପାଦ , ରାତି ୭/୨୨ ପରେ ଦ୍ୱିପାଦ |
Odia-Daily-Calendar-06-07-2017

Odia Daily Calendar Today 6th July 2017