Odia Daily Panji 28th March 2018

ମାର୍ଚ୍ଚ ୨୮, ୨୦୧୮, ବୁଧବାର, ମୀନ ୧୪ଦିନ, ଚୈତ୍ର ୨୭ଦିନ

ଶ୍ରୀ ମନ୍ଦିରରେ ବନବାସ ଓ କନ୍ଦର୍ପ ଅଧିବାସ

ସୂର୍ଯ୍ୟୋଦୟ : ୫/୪୬/୪୦,   ସୂର୍ଯ୍ୟାସ୍ତ : ୫/୫୫/୫୮

ତିଥି : ଶୁକ୍ଲ ଦ୍ୱାଦଶୀ ରାତି ୧୧/୧୨ l ଅଶ୍ଲେଷା ନକ୍ଷତ୍ର ଦିନ ୧୦/୨୪,କର୍କଟ ଚନ୍ଦ୍ର ଦିନ ୧୦/୨୪ l ଘାତବାର : କର୍କଟ ରାଶି |  ଘାତଚନ୍ଦ୍ର : ନାହିଁ | ମେଷ, ମିଥୁନ,ସିଂହ, ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ରାତି ୧୧/୧୨ ପରେ ଦକ୍ଷିଣରେ, ଯାତ୍ରା ନିଷେଧ l ଶୁଭକର୍ମ: ବ୍ରତୋପନୟନ  | ଶୁଭବେଳା : (ଅମୃତ) ଦିନ ୯/୪୭ ରୁ ୧୧/୨୫, ଦିନ ୩/୩୦ ରୁ ୫/୦୮, (ମାହେନ୍ଦ୍ର) ଦିନ ୧/୦୨ ରୁ ଦିନ ୩/୩୦ l  ଅଶୁଭବେଳା : ଦିନ ୮/୪୬ ରୁ ୯/୪୫, ଦିନ ୧୧/୫୦ ରୁ ଦିନ  ୧/୨୨ l  ପୁଷ୍କରଦୋଷ : ଏକପାଦ, ରାତି  ୧୧/୧୨ ମଧ୍ୟରେ |      

Odia Daily Panji 27th March 2018

ମାର୍ଚ୍ଚ ୨୭, ୨୦୧୮, ମଙ୍ଗଳବାର, ମୀନ ୧୩ଦିନ, ଚୈତ୍ର ୨୬ଦିନ

ସର୍ବସମ୍ମତ କାମଦା ଏକାଦଶୀ,ଶ୍ରୀମନ୍ଦିରରେ ସୀତା ବିବାହ,

ମା’ ତାରାତାରିଣୀ ଓ ମଙ୍ଗଳାଙ୍କ ଶେଷପାଳି ଯାତ୍ରା

ସୂର୍ଯ୍ୟୋଦୟ : ୫/୪୮/୩୨,   ସୂର୍ଯ୍ୟାସ୍ତ : ୫/୫୫/୪୬

ତିଥି : ଶୁକ୍ଲ ଏକାଦଶୀ ରାତି ୧/୨୧ l ପୁଷ୍ୟା ନକ୍ଷତ୍ର ଦିନ ୧୧/୫୫, କର୍କଟ ଚନ୍ଦ୍ର ଅହୋରାତ୍ର l ଘାତବାର : ମକର ରାଶି |  ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କର୍କଟ, ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣକୁ ରାତି ୧/୨୧ ପରେ ନୈଋତ କୋଣକୁ, ଯାତ୍ରା ନିଷେଧ l ଶୁଭକର୍ମ: ବ୍ରତୋପନୟନ  | ଶୁଭବେଳା : (ଅମୃତ) ଦିନ ୮/୧୦  ରୁ ୧୦/୩୭,ଦିନ ୧/୦୩ ରୁ ୨/୪୧, ଦିନ ୩/୩୦ ରୁ ୫/୦୫ l ଅଶୁଭବେଳା : ଦିନ ୭/୧୫ ରୁ ଦିନ ୮/୦୯ l  ପୁଷ୍କରଦୋଷ : ଏକପାଦ, ଦିନ ୧/୨୧ ପରେ  ଦ୍ୱିପାଦ |

Odia Daily Panji 26th March 2018

ମାର୍ଚ୍ଚ ୨୬, ୨୦୧୮, ସୋମବାର, ମୀନ ୧୨ଦିନ, ଚୈତ୍ର ୨୫ଦିନ

ବାସନ୍ତିକ ଦଶହରା

ସୂର୍ଯ୍ୟୋଦୟ : ୫/୪୯/୨୪,   ସୂର୍ଯ୍ୟାସ୍ତ : ୫/୫୫/୨୬

ତିଥି : ଶୁକ୍ଲ ନବମୀ ଦିନ ୫/୫୫, ଦଶମୀ (କ୍ଷୟ) ରାତି ୩/୪୪ l ପୁନର୍ବସୁ ନକ୍ଷତ୍ର ଦିନ ୧/୨୮,ମିଥୁନ ଚନ୍ଦ୍ର ଦିନ ୭/୫୦ l ଘାତବାର : ମିଥୁନ ରାଶି |  ଘାତଚନ୍ଦ୍ର : କନ୍ୟା ରାଶି | ବୃଷ,ମିଥୁନ,କର୍କଟ, ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ପ୍ରାତଃ ୫/୫୫ ପରେ ଉତ୍ତରରେ, ଯାତ୍ରା ନିଷେଧ l ଶୁଭକର୍ମ: ନାହିଁ  | ଶୁଭବେଳା : (ଅମୃତ) ଦିନ ୧୦/୩୭ ରୁ ୧/୦୩, ସନ୍ଧ୍ୟା ୬/୪୩ ରୁ ରାତି ୯/୦୫ (ମାହେନ୍ଦ୍ର) ଦିନ ୩/୩୦ ରୁ ୫/୦୭ l  ଅଶୁଭବେଳା : ଦିନ ୭/୧୫ ରୁ ୮/୪୭, ଦିନ ୨/୫୩ ରୁ ଦିନ  ୩/୨୭ l  ପୁଷ୍କରଦୋଷ : ଦିନ  ୧/୨୮ ମଧ୍ୟରେ ଏକପାଦ |           

Odia Daily Panji 25th March 2018

ମାର୍ଚ୍ଚ ୨୫, ୨୦୧୮, ରବିବାର, ମୀନ ୧୧ଦିନ, ଚୈତ୍ର ୨୪ଦିନ

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ,

ବାସନ୍ତୀକ ନବମୀ, ଶ୍ରୀ ରାମ ନବମୀ

ସୂର୍ଯ୍ୟୋଦୟ : ୫/୫୦/୧୬,   ସୂର୍ଯ୍ୟାସ୍ତ : ୫/୫୫/୧୦

ତିଥି : ଶୁକ୍ଲ ଅଷ୍ଟମୀ ଦିନ ୮/୦୬ l ଆର୍ଦ୍ରା ନକ୍ଷତ୍ର ଦିନ ୨/୫୭, ମିଥୁନ ଚନ୍ଦ୍ର ଅହୋରାତ୍ର l ଘାତବାର : ମେଷ ରାଶି |  ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ ଦିନ ୮/୦୬ ପରେ ପୂର୍ବରେ, ଯାତ୍ରା ନିଷେଧ l ଶୁଭକର୍ମ: ନାହିଁ  | ଶୁଭବେଳା : (ଅମୃତ) ଦିନ ୬/୩୪  ରୁ ୯/୪୯ (ମାହେନ୍ଦ୍ର) ଦିନ ୧/୦୪ ରୁ ୧/୫୨, ରାତି ୬/୫୩ ରୁ ୭/୩୦, ରାତି ୭/୩୦ ରୁ ୯/୦୫ l ଅଶୁଭବେଳା : ଦିନ ୧୦/୧୯ ରୁ ୧/୦୩ l  ପୁଷ୍କରଦୋଷ : ଏକପାଦ, ଦିନ ୨/୫୭ ପରେ  ଦ୍ୱିପାଦ |