Odia Daily Panji 01st January 2018

ଜାନୁୟାରୀ ୧,୨୦୧୮, ସୋମବାର, ଧନୁ ୧୭ଦିନ, ପୌଷ ୨୯ଦିନ

ଇଂରାଜୀ ନବବର୍ଷ ୨୦୧୮ ମସିହା ଆରମ୍ଭ

ସୂର୍ଯ୍ୟୋଦୟ : ୬/୨୫/୦୯,   ସୂର୍ଯ୍ୟାସ୍ତ : ୫/୧୪/୩୯

ତିଥି : ଶୁକ୍ଳ ଚତୁର୍ଦ୍ଦଶୀ ଦିନ ୧୨/୦୦ | ମୃଗଶିରା ନକ୍ଷତ୍ର ଦିନ ୩/୪୧, ମିଥୁନ ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ବୃଷ, ମିଥୁନ, ସିଂହ,କନ୍ୟା,ତୁଳା,ଧନୁ,ମକର  ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଏବଂ ପୂର୍ଣ୍ଣମୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୧୨/୦୦ ପରେ ବାୟବ୍ୟ କୋଣକୁ ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୨୦ ରୁ ଦିନ ୧୧/୩୦, ରାତି ୭/୫୫ ରୁ ୧୧/୨୬ l  ଅଶୁଭବେଳା : ଦିନ ୭/୪୮ ରୁ ଦିନ ୯/୦୯ l  ପୁଷ୍କରଦୋଷ