Odia Daily Panji 02nd January 2018

ପାଞ୍ଜି

ଜାନୁୟାରୀ ୨,୨୦୧୮, ମଙ୍ଗଳବାର, ଧନୁ ୧୮ଦିନ, ପୌଷ ୩୦ଦିନ

ଦେବାଭିଷେକ ପୂର୍ଣ୍ଣିମା, ମାଘବ୍ରତ ଆରମ୍ଭ, ମହୋଦଧି ଆରତି

ସୂର୍ଯ୍ୟୋଦୟ : ୬/୨୫/୨୮,   ସୂର୍ଯ୍ୟାସ୍ତ : ୫/୧୫/୦୬

ତିଥି : ପୂର୍ଣ୍ଣିମା  ଦିନ ୮/୧୨, ପ୍ରତିପଦକ୍ଷୟ ରାତି ୪/୨୬ | ଆଦ୍ରା ନକ୍ଷତ୍ର ଦିନ ୧୨/୩୮, ମିଥୁନ ଚନ୍ଦ୍ର ରାତି ୪/୨୩ l  ଘାତବାର : ମକର ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ବୃଷ,କର୍କଟ,ସିଂହ, କନ୍ୟା,ତୁଳା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ଦିନ ୮/୧୨ ପରେ ପୂର୍ବରେ ଯାତ୍ରା ଶୁଭ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୩ ରୁ ୧୧/୩୩, ରାତି ୭/୫୬ ରୁ  ୮/୪୮, ରାତି ୯/୪୧ ରୁ ୧୨/୧୯ l ଅଶୁଭବେଳା : ଦିନ ୧/୧୪ ରୁ ୨/୩୭, ରାତି ୬/୫୭ ରୁ ୭/୫୫ |  ପୁଷ୍କରଦୋଷ : ଏକପାଦ, ଦିନ ୧୨/୩୮ ପରେ ଦ୍ୱିପାଦ; ପୁନଶ୍ଚ ରାତି ୪/୨୬ ପରେ ତିନି ପାଦ |