Odia Daily Panji 03rd January 2018

ଜାନୁୟାରୀ ୩,୨୦୧୮,ବୁଧବାର, ଧନୁ ୧୯ଦିନ, ମାଘ ୧ଦିନ

ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୨୫/୪୬,   ସୂର୍ଯ୍ୟାସ୍ତ : ୫/୧୫/୪୮

ତିଥି : କୃଷ୍ଣ ଦ୍ୱିତୀୟା ରାତି ୧୨/୫୧ | ପୁନର୍ବସୁ ନକ୍ଷତ୍ର ଦିନ ୯/୩୯, କର୍କଟ ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା, ମକର  ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ ରାତି ୧୨/୫୧ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୪ ରୁ ୮/୩୭, ଦିନ ୧୦/୪୭ ରୁ ୧୨/୫୮,ସନ୍ଧ୍ୟା ୬/୧୧ ରୁ ୭/୦୪ l  ଅଶୁଭବେଳା : ଦିନ ୯/୧୦ ରୁ ଦିନ ୧୦/୩୨ l  ପୁଷ୍କରଦୋଷ ଦ୍ୱିପାଦ, ଦିନ ୯/୩୯ ପରେ ରାତି ୧୨/୫୧ ମଧ୍ୟରେ ଏକପାଦ l