Odia Daily Panji 10th August 2017
ଅଗଷ୍ଟ ୧୦,୨୦୧୭, ଗୁରୁବାର, କର୍କଟ ୨୬ଦିନ, ଭାଦ୍ରବ ୩ଦିନ
ଅଙ୍ଗଭେଟ ତୃତୀୟା,ଶରଣ ପଞ୍ଚକ ଶେଷ
ସୂର୍ଯ୍ୟୋଦୟ : ୫/୨୮/୫୫, ସୂର୍ଯ୍ୟାସ୍ତ : ୬/୧୫/୦୮
ତିଥି : କୃଷ୍ଣ ତୃତୀୟା ରାତି ୧୨/୧୮ ପର୍ଯ୍ୟନ୍ତ | ଶତଭିଷା (ମଳ) ନକ୍ଷତ୍ର ଦି ୬/୧୬ ପର୍ଯ୍ୟନ୍ତ,କୁମ୍ଭ ଚନ୍ଦ୍ର ରାତି ୧୨/୩୮ ପର୍ଯ୍ୟନ୍ତ | ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ,ରାତି ୧୨/୧୮ ପରେ ଆଗ୍ନେୟ କୋଣରେ, ଯାତ୍ରାଦି କର୍ମ ଶୁଭ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ରାତି ୧୨/୫୯ ରୁ ୩/୧୫(ମାହେନ୍ଦ୍ର) ଦିନ ୧୦/୩୫ ରୁ ୧/୦୭ | ଅଶୁଭବେଳା : ଦିନ ୩/୦୧ ରୁ ୬/୧୨ | ପୁଷ୍କରଦୋଷ : ଦିନ ୬/୧୬ ପରେ ଏକପାଦ |