Odia Daily Panji 10th January 2018

ଜାନୁୟାରୀ ୧୦,୨୦୧୮, ବୁଧବାର, ଧନୁ ୨୬ଦିନ, ମାଘ ୮ଦିନ

ଅନ୍ୱଷ୍ଟକା ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୬/୨୭/୨୨,   ସୂର୍ଯ୍ୟାସ୍ତ : ୫/୨୦/୨୪

ତିଥି : କୃଷ୍ଣ ନବମୀ ସନ୍ଧ୍ୟା ୫/୨୬ l ସ୍ୱାତୀ ନକ୍ଷତ୍ର ନିଶାନ୍ତ  ୫/୪୧, ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ସନ୍ଧ୍ୟା ୫/୨୬ ପରେ ଉତ୍ତରରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ l ଶୁଭବେଳା : (ଅମୃତ) ଦିନ ୧୦/୦୬ ରୁ ଦିନ ୧୧/୩୪ ମଧ୍ୟରେ, ଦିନ ୧/୪୫ ରୁ ୩/୧୩ ମଧ୍ୟରେ, (ମାହେନ୍ଦ୍ର) ଦିନ ୩/୧୩ ରୁ ୪/୦୦ ମଧ୍ୟରେ l ଅଶୁଭବେଳା : ଦିନ ୯/୧୬ ରୁ ୧୦/୦୫ ମଧ୍ୟରେ ଓ ଦିନ ୧୧/୫୭ ରୁ ୧/୧୮ ମଧ୍ୟରେ l ପୁଷ୍କରଦୋଷ : ଦିନ ୫/୪୧ ପରେ ଏକପାଦ l