Odia Daily Panji 10th October 2017

ଅକ୍ଟୋବର ୧୦, ୨୦୧୭, ମଙ୍ଗଳବାର,କନ୍ୟା ୨୪ଦିନ,କାର୍ତ୍ତିକ ୫ଦିନ

ସୂର୍ଯ୍ୟୋଦୟ : ୫/୪୩/୧୭,   ସୂର୍ଯ୍ୟାସ୍ତ : ୫/୨୪/୦୬

ତିଥି : କୃଷ୍ଣ ପଞ୍ଚମୀ ଦିନ ୧୨/୧୨ | ରୋହିଣୀ ନକ୍ଷତ୍ର ଦିନ ୧/୧୫, ବୃଷ ଚନ୍ଦ୍ର ରାଶି ୧୨/୨୦ | ଘାତବାର : ମକର ରାଶି | ଘାତଚନ୍ଦ୍ର : ବିଛା ଓ କନ୍ୟା ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀର ଏକୋଦ୍ଦିଷ୍ଟ ଏବଂ ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ଦିନ ୧୨/୧୨ ପରେ ପଶ୍ଚିମରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୧୭ ରୁ ୧୧/୦୯, ରାତି ୭/୫୦ ରୁ ୮/୩୮ |  ଅଶୁଭବେଳା : ଦିନ ୧୨/୫୯ ରୁ ୨/୨୬ |  ପୁଷ୍କରଦୋଷ : ଏକପାଦ |