Odia Daily Panji 11th January 2018

ଜାନୁୟାରୀ ୧୧,୨୦୧୮,ଗୁରୁବାର, ଧନୁ ୨୭ଦିନ, ମାଘ ୯ଦିନ

ସୂର୍ଯ୍ୟୋଦୟ : ୬/୨୭/୩୧,   ସୂର୍ଯ୍ୟାସ୍ତ : ୫/୨୧/୦୩

ତିଥି : କୃଷ୍ଣ ଦଶମୀ ରାତି ୭/୧୩ | ବିଶାଖା ନକ୍ଷତ୍ର ଅହୋରାତ୍ର,ତୁଳା ଚନ୍ଦ୍ର ରାତି ୧/୨୮ l

 ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ, ସିଂହ,କନ୍ୟା,ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ, ରାତି ୬/୧୩ ପରେ ଆଗ୍ନେୟ, କୋଣରେ ,ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ରାତି ୧/୧୪ ରୁ ରାତି ୩/୫୧ ମଧ୍ୟରେ, (ମାହେନ୍ଦ୍ର) ଦିନ ୧୦/୫୦ ରୁ ଦିନ ୧/୦୨ ମଧ୍ୟରେ l  ଅଶୁଭବେଳା : ଦିନ ୨/୪୦ ରୁ ୫/୨୪ l  ପୁଷ୍କରଦୋଷ ଏକପାଦ l