Odia Daily Panji 11th June 2017

ଜୁନ ୧୧,୨୦୧୭, ରବିବାର, ବୃଷ ୨୮ଦିନ, ଆଷାଢ ୨ଦିନ

ସୂର୍ଯ୍ୟୋଦୟ : ୫/୧୦/୫୪, ସୂର୍ଯ୍ୟାସ୍ତ : ୬/୨୧/୩୫

ତିଥି : କୃଷ୍ଣ ଦ୍ୱିତୀୟା ତିଥି ରାତି ୧୧/୩୦, ମୂଳା ନକ୍ଷତ୍ର ଦିନ ୯/୦୪, ଧନୁ ଚନ୍ଦ୍ର ଅହୋରାତ୍ର | ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର  ଓ ମେଷ ରାଶିର ଘାତବାର | ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଉତ୍ତରରେ, ରାତ୍ର ୧୧/୩୦ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୬/୫୭ ରୁ ୯/୩୫, ଦିନ ୧୨/୧୫ ରୁ ୨/୫୨; (ମାହେନ୍ଦ୍ର) ଦିନ ୪/୩୫ ରୁ ସନ୍ଧ୍ୟା ୫/୩୦ |  ଅଶୁଭବେଳା : ଦିନ ୧୦/୦୫ ରୁ ୧୨/୧୪ | ପୁଷ୍କରଦୋଷ : ଦ୍ୱିପାଦ, ରାତ୍ର ୧୧/୩୦ ପରେ ଏକପାଦ |