Odia Daily Panji 11th November 2017

ନଭେମ୍ବର ୧୧, ୨୦୧୭, ଶନିବାର,ତୁଳା ୨୬ ଦିନ,ମାର୍ଗଶିର ୭ ଦିନ

ପ୍ରଥମାଷ୍ଟମୀ,କାଞ୍ଜିଅଁଳା ଓଷା,

ସୂର୍ଯ୍ୟୋଦୟ : ୫/୫୭/୧, ସୂର୍ଯ୍ୟାସ୍ତ : ୫/୦୪/୪୯

ତିଥି : କୃଷ୍ଣ ଅଷ୍ଟମୀ ଦିନ ୧/୫୮ | ଅଶ୍ଳେଷା ନକ୍ଷତ୍ର ଦିନ ୧୨/୪୭ | କର୍କଟ ଚନ୍ଦ୍ର ଦିନ ୧୨/୪୭ | ଘାତବାର: ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀର ଏକୋଦ୍ଦିଷ୍ଟ ଏବଂ ନବମୀର ପାର୍ବଣ |  ଯୋଗିନୀ ସ୍ଥିତି :  ଐଶାନ୍ୟରେ, ଦିନ ୧/୫୮ ପରେ ପୂର୍ବରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୨ ରୁ ୯/୪୦,୧୧/୫୩ ରୁ ୨/୫୦, ୩/୩୪ ରୁ ୫/୦୩; (ମାହେନ୍ଦ୍ର) ଦିନ ୨/୩୨ ରୁ ୩/୨୪ | ଅଶୁଭବେଳା : ଅସ୍ତରୁ ସଂଧ୍ୟା ୬/୪୦ ମଧ୍ୟରେ | ପୁଷ୍କରଦୋଷ : ଏକପାଦ |