Odia Daily Panji 12th January 2018

ଜାନୁୟାରୀ ୧୨,୨୦୧୮, ଶୁକ୍ରବାର, ଧନୁ ୨୮ଦିନ, ମାଘ ୧୦ଦିନ

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ଯୁବ ଦିବସ

ଷଟ୍‌ତିଳା ଏକାଦଶୀ

ସୂର୍ଯ୍ୟୋଦୟ : ୬/୨୭/୩୯,   ସୂର୍ଯ୍ୟାସ୍ତ : ୫/୨୧/୪୩

ତିଥି : କୃଷ୍ଣ ଏକାଦଶୀ ରାତି ୯/୨୫ l ବିଶାଖା ନକ୍ଷତ୍ର ଦିନ  ୮/୦୯, ବିଛା ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛା, ଧନୁ ଓ ମକର ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ,କନ୍ୟା,ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୯/୨୫ ପରେ ନୈଋତ କୋଣରେ, ଯାତ୍ରା ଶୁଭ | ଶୁଭକର୍ମ : ନାମକରଣ, ଔଷଧକରଣ,ବାଣିଜ୍ୟକରଣ,ସ୍ମାର୍ତ୍ତ ସମ୍ମତ ଏକାଦଶୀ ଉପବାସ l ଶୁଭବେଳା : (ଅମୃତ) ଦିନ ୮/୩୯ ରୁ ଦିନ ୧୦/୫୦, ଦିନ ୧/୦୨ ରୁ ଦିନ ୨/୨୯, ରାତି ୭/୦୯ ରୁ ୮/୫୩ l ଅଶୁଭବେଳା : ଦିନ ୧୦/୫୧ ରୁ ଦିନ ୧୧/୫୬, ରାତି ୮/୫୪ ରୁ ରାତି ୧୦/୧୮ l ପୁଷ୍କରଦୋଷ : ଦିନ ୮/୦୯ ମଧ୍ୟରେ ଏକପାଦ ପୁନଶ୍ଚ ଦିନ ୯/୨୫ ପରେ ଦ୍ୱିପାଦ l