Odia Daily Panji 12th November 2017

ନଭେମ୍ବର ୧୨, ୨୦୧୭, ରବିବାର,ତୁଳା ୨୭ ଦିନ,ମାର୍ଗଶିର ୮ଦିନ

ବୃହସ୍ପତି ଚଳନ କାର୍ତ୍ତିକ ବ୍ରତ ସମାପନ, ଗୁରୁ ନାନକ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୫୭/୦୫, ସୂର୍ଯ୍ୟାସ୍ତ : ୫/୦୪/୧୮

ତିଥି : କୃଷ୍ଣ ନବମୀ ଦିନ ୧୨/୫୭ | ମଘା ନକ୍ଷତ୍ର ଦିନ ୧୨/୨୫, ସିଂହ ଚନ୍ଦ୍ର ଅହୋରାତ୍ର | ଘାତବାର: ମେଷ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ବିଛା,କୁମ୍ଭ,ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀର ଏକୋଦ୍ଦିଷ୍ଟ ଓ ଦଶମୀର ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୧୨/୫୭ ପରେ ଉତ୍ତରରେ, ଯାତ୍ରା ଶୁଭ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୬/୪୪ ରୁ ୮/୫୬, ୧୧/୫୩ ରୁ ୨/୫୦, ରାତି ୭/୩୮ ରୁ ୯/୧୨; (ମାହେନ୍ଦ୍ର) ଦିନ ୩/୩୪ ରୁ ୪/୧୮ | ଅଶୁଭବେଳା : ଦିନ ୧୦/୦୮  ରୁ ୧୧/୫୦ | ପୁଷ୍କରଦୋଷ : ଏକପାଦ |