Odia Daily Panji 12th October 2017

ଅକ୍ଟୋବର ୧୨, ୨୦୧୭, ଗୁରୁବାର,କନ୍ୟା ୨୬ ଦିନ,କାର୍ତ୍ତିକ ୭ଦିନ

ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ,

ରାମ ମନୋହର ଲୋହିଆଙ୍କ ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୫/୪୩/୫୨, ସୂର୍ଯ୍ୟାସ୍ତ : ୫/୨୨/୩୦

ତିଥି : କୃଷ୍ଣ ସପ୍ତମୀ ଦିନ ୭/୩୦ | ଆର୍ଦ୍ରା ନକ୍ଷତ୍ର ଦିନ ୧୦/୦୬,ମିଥୁନ ଚନ୍ଦ୍ର ରାତି ୩/୧୨ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା,ମକର କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟରେ, ଦିନ  ୭/୩୦ ପରେ ଐଶାନ୍ୟରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧/୨୭ ରୁ ୨/୫୯, ସଂଧ୍ୟା ୬/୦୬ ରୁ ରାତି ୯/୨୭  | ଅଶୁଭବେଳା : ଦିନ ୩/୦୦ ରୁ ଅପରାହ୍‌ଣ ୫/୧୮ | ପୁଷ୍କରଦୋଷ : ଏକପାଦ,ଦିନ ୭/୩୦ ପରେ ଦ୍ୱିପାଦ |