Odia Daily Panji 13th June 2017

ଜୁନ ୧୩,୨୦୧୭, ମଙ୍ଗଳବାର, ବୃଷ ୩୦ଦିନ, ଆଷାଢ ୪ଦିନ

ସୂର୍ଯ୍ୟୋଦୟ : ୫/୧୦/୫୯, ସୂର୍ଯ୍ୟାସ୍ତ : ୬/୨୨/୧୨

ତିଥି : କୃଷ୍ଣ ଚତୁର୍ଥୀ ତିଥି ରାତି ୩/୧୫, ଉତ୍ତରାଷାଢା ନକ୍ଷତ୍ର ଦିନ ୨/୧୫, ମକରଚନ୍ଦ୍ର ଅହୋରାତ୍ର | ସିଂହ ରାଶିର ଘାତଚନ୍ଦ୍ର ଓ ମକର ରାଶିର ଘାତବାର | ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣ ୩/୧୫ ଗତେ ଦକ୍ଷିଣରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୯/୩୫ ରୁ ୧୨/୧୫, ଅପରାହ୍‌ଣ ୩/୪୫ ରୁ ୪/୩୮, ଅସ୍ତରୁ ରାତ୍ର ୭/୦୬ (ମାହେନ୍ଦ୍ର) ଦିନ ୨/୫୦ ରୁ ୩/୪୫ |  ଅଶୁଭବେଳା : ଦିନ ୬/୫୧ ରୁ ୮/୩୦ |  ପୁଷ୍କରଦୋଷ : ଦ୍ୱିପାଦ, ଦିନ ୨/୧୫ ଗତେ ଏକପାଦ |