Odia Daily Panji 14th January 2018

ଜାନୁୟାରୀ ୧୪,୨୦୧୮, ରବିବାର, ମକର ୧ଦିନ, ମାଘ ୧୨ଦିନ

ମକର ସଂକ୍ରାନ୍ତି, ପୋଙ୍ଗଲ,ଗଙ୍ଗାସାଗର ମେଳା,

ଫକୀର ମୋହନ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୨୭/୫୦,   ସୂର୍ଯ୍ୟାସ୍ତ : ୫/୨୩/୦୨

ତିଥି : କୃଷ୍ଣ ତ୍ରୟୋଦଶୀ ରାତି ୨/୪୦ l ଜ୍ୟୋଷ୍ଠା ନକ୍ଷତ୍ର ଦିନ  ୨/୦୬, ବିଛା ଚନ୍ଦ୍ର ଦିନ ୨/୦୨ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ନାହିଁ | ମିଥୁନ,କର୍କଟ,କନ୍ୟା,ତୁଳା,ଧନୁ,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି :ଦକ୍ଷିଣରେ ରାତି ୨/୪୦ ପରେ ପଶ୍ଚିମରେ, ଯାତ୍ରା ଶୁଭ | ଶୁଭକର୍ମ : ଉତ୍ତରାୟଅଣ ମହୋତ୍ସବ l ଶୁଭବେଳା : (ଅମୃତ) ଦିନ ୭/୧୨ ରୁ ୧୦/୦୭, (ମାହେନ୍ଦ୍ର) ପ୍ରାତଃରୁ ୭/୧୨ ମଧ୍ୟରେ, ଦିନ ୧/୦୩ ରୁ ୧/୪୭, ସନ୍ଧ୍ୟା ୬/୧୮ ରୁ ୭/୧୦ l ଅଶୁଭବେଳା : ଦିନ ୧୦/୩୫ ରୁ ଦିନ ୧/୦୨l ପୁଷ୍କରଦୋଷ : ଏକପାଦ l