Odia Daily Panji 14th June 2017

ଜୁନ ୧୪,୨୦୧୭, ବୁଧବାର, ବୃଷ ୩୧ଦିନ, ଆଷାଢ ୫ଦିନ ମାସାନ୍ତ, ପହିଲି ରଜ, ଫକୀରମୋହନଙ୍କ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୧/୧୦, ସୂର୍ଯ୍ୟାସ୍ତ : ୬/୨୨/୩୦ ତିଥି : କୃଷ୍ଣ ପଞ୍ଚମୀ, ରାତି ୪/୩୩ | ନକ୍ଷତ୍ର : ଶ୍ରବଣା, ଦିନ ୪/୨୨, ମକର ଚନ୍ଦ୍ର ନିଶାନ୍ତ ୪/୪୭ | ସିଂହ ରାଶିର ଘାତଚନ୍ଦ୍ର ଓ କର୍କଟ ରାଶିର ଘାତବାର | ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ରାତ୍ର ୪ଟା ୩୩ ଗତେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୦ରୁ ୮/୨୦, ଦିନ ୨/୦୦ରୁ ସନ୍ଧ୍ୟା ୫/୩୧, ଅସ୍ତରୁ ରାତ୍ର ୧୦ଟା |  ଅଶୁଭବେଳା : ଦିନ ୮/୩୦ ରୁ ୧୦/୦୯  ପୁଷ୍କରଦୋଷ : ନାହିଁ |