Odia Daily Panji 14th March 2018
ମାର୍ଚ୍ଚ ୧୪, ୨୦୧୮, ବୁଧବାର, କୁମ୍ଭ ୩୦ଦିନ, ଚୈତ୍ର ୧୩ଦିନ
ବୈଷ୍ଣବ ସମ୍ମତ ଜୟା (ଶ୍ରବଣା) ଦ୍ୱାଦଶୀ ଉପବାସ, ମାସାନ୍ତ
ସୂର୍ଯ୍ୟୋଦୟ : ୫/୫୯/୪୪, ସୂର୍ଯ୍ୟାସ୍ତ : ୫/୫୨/୦୬
ତିଥି : କୃଷ୍ଣ ଦ୍ୱାଦଶୀ ଦିନ ୩/୪୧ | ଶ୍ରବଣା ନକ୍ଷତ୍ର ଦିନ ୩/୪୧, ମକର ଚନ୍ଦ୍ର ରାତି ୪/୪୮ l ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ସିଂହ ରାଶି | ଗତ ଦିବସ ରାଶିମାନଙ୍କର,ରାତି ୪/୪୮ ପରେ ମେଷ,ବୃଷ, ସିଂହ,କନ୍ୟା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ପାର୍ବଣ | ଯୋଗିନୀ ସ୍ଥିତି : ନୈଋତରେ ଦିନ ୩/୪୧ ପରେ ଦକ୍ଷିଣରେ,ଯାତ୍ରା ଶୁଭ l ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୩୧ ମଧ୍ୟରେ, ଦିନ ୯/୫୪ ରୁ ୧୧/୩୦, ଦିନ ୩/୩୦ ରୁ ୫/୦୫, ରାତି ୬/୪୧ ରୁ ୯/୦୫, ରାତି ୧/୫୪ ରୁ ୫/୫୪ (ମାହେନ୍ଦ୍ର) ଦିନ ୧/୫୪ ରୁ ୩/୨୯, ରାତି ୯/୦୫ ରୁ ୧୦/୪୧ | ଅଶୁଭବେଳା : ଦିନ ୮/୫୪ ରୁ ୯/୫୩, ଦିନ ୧୧/୫୪ ରୁ ୧/୨୪ l ପୁଷ୍କରଦୋଷ : ଦିନ ୩/୪୧ ମଧ୍ୟରେ ଏକପାଦ |