Odia Daily Panji 14th November 2017

ନଭେମ୍ବର ୧୪, ୨୦୧୭, ମଙ୍ଗଳବାର,ତୁଳା ୨୯ ଦିନ,ମାର୍ଗଶିର ୧୦ଦିନ

ଉତ୍ପନ୍ନା ଏକାଦଶୀ,ଶିଶୁ ଦିବସ,

ଜବାହର ଲାଲ୍‌ ନେହେରୁ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୫୮/୧୨, ସୂର୍ଯ୍ୟାସ୍ତ : ୫/୩/୪୫

ତିଥି : କୃଷ୍ଣ ଏକାଦଶୀ ଦିନ ୧୨/୨୯ | ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଦିନ ୧/୧୦ | କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର: ମକର ରାଶି | ଘାତଚନ୍ଦ୍ର : ବୃଷ ରାଶି  | ମେଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀର ଏକୋଦ୍ଦିଷ୍ଟ ଏବଂ ଦ୍ୱାଦଶୀର ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ,ଦିନ ୧୨/୨୯ ପରେ ନୈଋତରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୬/୪୫, ଦିନ ୭/୨୯ ରୁ ୧୧/୧୦, ରାତି ୭/୩୮ ରୁ ୮/୩୦; (ମାହେନ୍ଦ୍ର) ଅସ୍ତରୁ ରାତି ୭/୩୮ | ସକାଳ ୭/୨୬ ପରେ ୮/୫୪ ମଧ୍ୟରେ, ରାତି ୭/୩୬ ପରେ ୧୧/୩ ମଧ୍ୟରେ | ଅଶୁଭବେଳା : ଦିନ ୧୨/୫୪  ରୁ ଦିନ ୨/୧୭ ପର୍ଯ୍ୟନ୍ତ | ପୁଷ୍କରଦୋଷ : ଏକପାଦ |