Odia Daily Panji 15th January 2018

ଜାନୁୟାରୀ ୧୫,୨୦୧୮,ସୋମବାର, ମକର ୨ଦିନ, ମାଘ ୧୩ଦିନ

ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା

ସୂର୍ଯ୍ୟୋଦୟ : ୬/୨୭/୫୪,   ସୂର୍ଯ୍ୟାସ୍ତ : ୫/୨୩/୪୨

ତିଥି : କୃଷ୍ଣ ଚତୁର୍ଦ୍ଦଶୀ ଦିନ ୫/୧୫ | ମୂଳା ନକ୍ଷତ୍ର ସନ୍ଧ୍ୟା ୫/୦୩, ଧନୁ ଚନ୍ଦ୍ର ଅହୋରାତ୍ର l ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମିଥୁନ, କର୍କଟ,କନ୍ୟା,ତୁଳା,ଧନୁ,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୫/୧୫ ପରେ ଐଶାନ୍ୟରେ ,ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୫୧ ରୁ ଦିନ ୧/୦୩, ରାତି ୧୧/୩୧ ରୁ ୨/୫୯, (ମାହେନ୍ଦ୍ର) ଦିନ ୩/୧୫ ରୁ ୪/୪୩ l  ଅଶୁଭବେଳା : ଦିନ ୭/୫୦ ରୁ ଦିନ ୯/୧୨, ଦିନ ୨/୪୨ ରୁ ଦିନ ୩/୧୦ l  ପୁଷ୍କରଦୋଷ ନାହିଁ l