Odia Daily Panji 15th June 2017

ଜୁନ୍ ୧୫,୨୦୧୭, ଗୁରୁବାର, ମିଥୁନ ୧ଦିନ, ଆଷାଢ ୬ଦିନ

ମିଥୁନ (ରଜ) ସକ୍ରାନ୍ତି

ସୂର୍ଯ୍ୟୋଦୟ : ୫/୧୧/୧୫, ସୂର୍ଯ୍ୟାସ୍ତ : ୬/୨୨/୪୫

ତିଥି : କୃଷ୍ଣ ଷଷ୍ଠୀ ତିଥି ଅହୋରାତ୍ର, ଧନିଷ୍ଠା |  ନକ୍ଷତ୍ର : ସନ୍ଧ୍ୟା ୫/୫୫, କୁମ୍ଭ ଚନ୍ଦ୍ର ଅହୋରାତ୍ର   | ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ରାଶିର ଘାତଚନ୍ଦ୍ର ଓ ତୁଳା, କୁମ୍ଭ ରାଶିର ଘାତବାର | ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ  | ଯୋଗିନୀ ସ୍ଥିତି : ପଶ୍ଚିମରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ |  ଶୁଭବେଳା : (ଅମୃତ) ଦିନ ୯/୩୬ରୁ ୧୧/୨୧, ରାତି ୭/୦୭ ରୁ ୯/୧୭, ରାତି ୧୨/୧୦ ରୁ ୨/୧୯ |  ଅଶୁଭବେଳା : ଦିନ ୩/୦୬ ରୁ ସନ୍ଧ୍ୟା ୬/୨୦  | ପୁଷ୍କରଦୋଷ : ନାହିଁ  |