Odia Daily Panji 16th June 2017

ଜୁନ ୧୬,୨୦୧୭, ଶୁକ୍ରବାର, ମିଥୁନ ୨ଦିନ, ଆଷାଢ ୭ଦିନ

ତୃତୀୟ ରଜ, ଭୂମିଦାହ

ସୂର୍ଯ୍ୟୋଦୟ : ୫/୧୧/୨୮,   ସୂର୍ଯ୍ୟାସ୍ତ : ୬/୨୨/୦୫

ତିଥି : କୃଷ୍ଣ ମଳ ଷଷ୍ଠୀ ଶତଭିକ୍ଷା | ନକ୍ଷତ୍ର : ରାତି ୬/୫୮, କୁମ୍ଭ ଅହୋରାତ୍ର  | ଘାତବାର : ବିଛା, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ସକାଳ ୫/୧୩ ପରେ ବାୟବ୍ୟରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୨/୧୪ ଠାରୁ ୨/୫୩ ଓ ଅସ୍ତ ଠାରୁ ୮/୩୫ |  ଅଶୁଭବେଳା : (କାଳବେଳା) ଦିନ ୮/୩୦ ରୁ ୧୧/୪୫ |  ପୁଷ୍କରଦୋଷ : ସକାଳ ୫/୧୩ ପରେ ଏକପାଦ, ରାତି ୬/୫୮ ପରେ ଦ୍ୱିପାଦ |