Odia Daily Panji 17th January 2018

ଜାନୁୟାରୀ ୧୭,୨୦୧୮,ବୁଧବାର, ମକର  ୪ଦିନ, ମାଘ ୧୫ଦିନ

ସୂର୍ଯ୍ୟୋଦୟ : ୬/୨୭/୫୭,   ସୂର୍ଯ୍ୟାସ୍ତ : ୫/୨୫/୦୧

ତିଥି : ଅମାବାସ୍ୟା (ମଳ) ଦିନ ୭/୪୯ | ଉତ୍ତରାଷାଢା ନକ୍ଷତ୍ର ରାତି ୧୦/୫୯, ମକର ଚନ୍ଦ୍ର ଅହୋରାତ୍ର l ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ସିଂହ ରାଶି | ମେଷ, ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ପ୍ରତିପଦା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଐଶାନ୍ୟକୁ ଦିନ ୭/୪୯ ପରେ ପୂର୍ବରେ ,ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୦୮ ରୁ ଦିନ ୧୧/୪୮, ଦିନ ୩/୧୬ ରୁ ୪/୪୪, ସନ୍ଧ୍ୟା ୬/୨୦ ରୁ ରାତି ୮/୫୬ l  ଅଶୁଭବେଳା : ଦିନ ୯/୧୨ ରୁ ୧୦/୦୭,ଦିନ ୧୧/୫୮ ରୁ ଦିନ ୧/୨୦ l  ପୁଷ୍କରଦୋଷ ରାତି ୧୦/୫୦ ମଧ୍ୟରେ ଏକପାଦ l