Odia Daily Panji 18th January 2018

ଜାନୁୟାରୀ ୧୮,୨୦୧୮, ଗୁରୁବାର, ମକର ୫ଦିନ, ମାଘ ୧୬ଦିନ

ଦ୍ୱିତୀୟା ଚନ୍ଦ୍ର ଦର୍ଶନ

ସୂର୍ଯ୍ୟୋଦୟ : ୬/୨୭/୫୭,   ସୂର୍ଯ୍ୟାସ୍ତ : ୫/୨୫/୪୧

ତିଥି : ଶୁକ୍ଳ ପ୍ରତିପଦ ଦିନ ୧୦/୧୦ l ଶ୍ରବଣା ନକ୍ଷତ୍ର ରାତି  ୧/୩୬, ମକର ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ସିଂହ ରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ ଦିନ ୧୦/୧୦ ପରେ ଉତ୍ତରକୁ ଯାତ୍ରା ନିଷେଧ | ଶୁଭକର୍ମ : ନାମକରଣ,ଅନ୍ନପ୍ରାଶନ,ବାଣିଜ୍ୟକରଣ,ନୌକାଗଠନ,ଦେବତା ଗଠନ,ନୂତନଯାନ ଆହୋରଣ, ନବବସ୍ତ୍ର ଅଳଙ୍କାର ଧାରଣ l ଶୁଭବେଳା : (ଅମୃତ) ରାତି ୧/୧୬ ରୁ ୩/୫୧ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୫୫ ମଧ୍ୟରେ, ଦିନ ୧୦/୫୨ ରୁ ଦିନ ୧/୦୪ l ଅଶୁଭବେଳା : ଦିନ ୨/୪୩ ରୁ ଅପରାହ୍‌ଣ ୫/୬୯ l ପୁଷ୍କରଦୋଷ : ଏକପାଦ ,ଦିନ ୧୦/୧୦ ପରେ l