Odia Daily Panji 18th November 2017

ନଭେମ୍ବର ୧୮, ୨୦୧୭, ଶନିବାର, ବିଛା ୩ ଦିନ,ମାର୍ଗଶିର ୧୪ ଦିନ

ମହୋଦଧି ଅମାବାସ୍ୟା,ଶ୍ରୀମନ୍ଦିରରେ ମଧ୍ୟ-ଦେବଦୀପାବଳି

ସୂର୍ଯ୍ୟୋଦୟ : ୬/୦୦/୩୪, ସୂର୍ଯ୍ୟାସ୍ତ : ୫/୦୨/୫୦

ତିଥି : ଅମାବାସ୍ୟା ଦିନ ୪/୫୯ | ବିଶାଖା ନକ୍ଷତ୍ର ରାତି ୭/୫୫, ତୁଳା ଚନ୍ଦ୍ର ଦିନ ୧/୨୦ | ଘାତବାର : ବୃଷ,ସିଂହ,କନ୍ୟା ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ରାତି ୭/୫୭ ପରେ ଜ୍ୟେଷ୍ଠା,ମୂଳା,ଉତ୍ତରାଷାଢା,ଧନିଷ୍ଠା,ପୂର୍ବଭାଦ୍ର,ରେବତୀ,ଅଶ୍ୱିନୀ,କୃତ୍ତିକା,ମୃଗଶିରା,ପୁନର୍ବସୁ,ଅଶ୍ଳେଷା,ମଘା ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି :  ଐଶାନ୍ୟରେ, ଦିନ ୪/୫୯ ପରେ ପୂର୍ବରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୮ ରୁ  ୯/୪୧, ଦି ୧୧/୫୩ ରୁ ୨/୫୦, ୩/୩୪ ରୁ ୫/୦୨ | ଅଶୁଭବେଳା : ଅସ୍ତରୁ ୬/୪୦ | ପୁଷ୍କରଦୋଷ : ଦ୍ୱିପାଦ,ରାତି ୭/୫୫ ପରେ ଏକପାଦ |