Odia Daily Panji 19th November 2017

ନଭେମ୍ବର ୧୯, ୨୦୧୭, ରବିବାର,ବିଛା ୪ ଦିନ,ମାର୍ଗଶିର ୧୫ ଦିନ

ଶ୍ରୀମନ୍ଦିରରେ ଶେଷ ଦେବଦୀପାବଳି,

ଇନ୍ଦିରା ଗାନ୍ଧୀ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୦୧/୧୦, ସୂର୍ଯ୍ୟାସ୍ତ : ୫/୦୨/୪୨

ତିଥି : ପ୍ରତିପଦ୍‌ ରାତି ୭/୧୦ ପର୍ଯ୍ୟନ୍ତ | ଅନୁରାଧା ନକ୍ଷତ୍ର ରାତି ୧୦/୩୫ | ବିଛା ଚନ୍ଦ୍ର ଅହୋରାତ୍ର | ଘାତବାର: ମେଷ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ର | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି :  ପୂର୍ବରେ, ୭/୧୦ ପରେ ଉତ୍ତରରେ, ଯାତ୍ରା ନିଷେଧ | ଶୁଭକର୍ମ : ବିବାହ ଓ ପାଣିଗ୍ରହଣ | ଶୁଭବେଳା : (ଅମୃତ) ଦିନ ୬/୪୭ ରୁ ୮/୫୯,୧୧/୫୫ ରୁ ୨/୫୦,ରାତି ୭/୩୮ ରୁ ୯/୨୩ | (ମାହେନ୍ଦ୍ର) ଦିନ ୩/୩୪ ରୁ ୪/୧୮ | ଅଶୁଭବେଳା : ଦିନ ୧୦/୧୧ ରୁ ୧୧/୫୦  | ପୁଷ୍କରଦୋଷ : ଏକପାଦ,ରାତି ୭/୧୦ ପରେ ଦ୍ୱିପାଦ ଦୋଷ |