Odia Daily Panji 19th October 2017

ଅକ୍ଟୋବର ୧୯, ୨୦୧୭,ଗୁରୁବାର,ତୁଳା ୨ ଦିନ,କାର୍ତ୍ତିକ ୧୪ଦିନ

ଦୀପାବଳୀ ଅମାବାସ୍ୟା,ପୟାଶ୍ରାଦ୍ଧ,ଶ୍ୟାମାକାଳୀ ପୂଜା,

ଚନ୍ଦ୍ର ଉପବାସ,ନିଶାପାଳନ

ସୂର୍ଯ୍ୟୋଦୟ : ୫/୪୬/୦୫, ସୂର୍ଯ୍ୟାସ୍ତ : ୫/୧୭/୧୦

ତିଥି : ଅମାବାସ୍ୟା ରାତି ୧୦/୨୦ | ହସ୍ତା ନକ୍ଷତ୍ର ଦିନ ୭/୪୯ | କନ୍ୟା ଚନ୍ଦ୍ର ରାତି ୪/୫୯ | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ, ସଂଧ୍ୟାରେ ଦୀପଦାନ ଓ ପୟାଶ୍ରାଦ୍ଧ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ରାତି ୧୧/୨୦ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧/୨୫ ରୁ ୨/୫୬, ରାତି ୬/୦୩ ରୁ ୯/୨୫ | ଅଶୁଭବେଳା : ଦିନ ୨/୫୭ ରୁ ୫/୧୩ | ପୁଷ୍କରଦୋଷ : ନାହିଁ |