Odia Daily Panji 1st November 2017

ନଭେମ୍ବର ୧, ୨୦୧୭,ବୁଧବାର,ତୁଳା ୧୬ ଦିନ,କାର୍ତ୍ତିକ ୨୭ ଦିନ

ତୁଳସୀ ବିବାହ,ଗରୁଡ ଉତ୍ଥାପନ ଦ୍ୱାଦଶୀ,

ଶ୍ରୀଜିଉଙ୍କ ବାଙ୍କଚୂଡ ବେଶ

ସୂର୍ଯ୍ୟୋଦୟ : ୫/୫୧/୨୮, ସୂର୍ଯ୍ୟାସ୍ତ : ୫/୮/୫୮

ତିଥି : ଶୁକ୍ଳ ଦ୍ୱାଦଶୀ ସଂଧ୍ୟା ୫/୪୧ | ପୂର୍ବଭାଦ୍ର ନକ୍ଷତ୍ର ଦିନ ୮/୦୬, ମୀନଚନ୍ଦ୍ର ଅହୋରାତ୍ର | ଘାତବାର: କର୍କଟ ରାଶି | ଘାତଚନ୍ଦ୍ର : ଧନୁ ରାଶି | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ,ସଂଧ୍ୟା ୫/୪୧ ପରେ ଦକ୍ଷିଣରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୩ ରୁ ୮/୦୮, ୧୦/୨୨ ରୁ ରାତି ୧୨/୩୭,ସଂଧ୍ୟା ୫/୫୭ ରୁ ୬/୪୮ | ଅଶୁଭବେଳା : ଦିନ ୮/୪୨ ରୁ ୧୦/୦୬ | ପୁଷ୍କରଦୋଷ : ଦ୍ୱିପାଦ, ଦିନ ୮/୦୬ ରୁ ସଂଧ୍ୟା ୫/୪୧ ମଧ୍ୟରେ  ଏକପାଦ |