Odia Daily Panji 20th June 2017
ଜୁନ ୨୦,୨୦୧୭, ମଙ୍ଗଳବାର, ମିଥୁନ ୬ଦିନ, ଆଷାଢ ୧୧ଦିନ
ଖଳିଲାଗି ଏକାଦଶୀ (ସ୍ମାର୍ତ୍ତ) ସମ୍ମତ)
ସୂର୍ଯ୍ୟୋଦୟ : ୫/୧୨/୧୨, ସୂର୍ଯ୍ୟାସ୍ତ : ୬/୨୪/୦୫
ତିଥି : କୃଷ୍ଣ ଏକାଦଶୀ ରାତି ୧୦/୪୦ | ନକ୍ଷତ୍ର : ଅଶ୍ୱିନୀ, ଦିନ ୪/୨୫ ମେଷ ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ମେଷ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଆଗ୍ନେୟରେ ରାତି ୧୦/୪୦ ପଏ ନୈଋତରେ ଯାତ୍ରା ନିଷେଧ | ଶୁଭକର୍ମ : ବ୍ରତପୋନୟନ | ଶୁଭବେଳା : (ଅମୃତ) ଦିନ ୯/୩୭ ରୁ ୧୨/୧୫, ୪/୩୯ ରୁ ୫/୩୦ ରାତି ୮/୩୦ ରୁ ୧୦/୦୧; (ମାହେନ୍ଦ୍ର) ଦିନ ୨/୫୫ ରୁ ୩/୪୫ ଓ ୪/୩୫ ରୁ ୫/୩୦ | ଅଶୁଭବେଳା : ଦିନ ୬/୫୦ ରୁ ୮/୩୦ | ପୁଷ୍କରଦୋଷ : ଏକପାଦ |