Odia Daily Panji 20th October 2017

ଅକ୍ଟୋବର ୨୦, ୨୦୧୭, ଶୁକ୍ରବାର,ତୁଳା ୪ ଦିନ,କାର୍ତ୍ତିକ ୧୫ଦିନ

ଗୋବର୍ଦ୍ଧନ ମହୋତ୍ସବ

ସୂର୍ଯ୍ୟୋଦୟ : ୫/୪୬/୩୦, ସୂର୍ଯ୍ୟାସ୍ତ : ୫/୧୬/୨୫

ତିଥି : ଶୁକ୍ଳ ପ୍ରତିପଦ ଦିନ ୧/୧୭ | ଚିତ୍ରା ନକ୍ଷତ୍ର ଦିନ ୯/୦୦,ତୁଳା ଚନ୍ଦ୍ର ରାତି ୩/୧୨ | ଘାତବାର : ବିଛା,ଧନୁ,ମୀନ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି  ୧/୧୭ ପରେ ଉତ୍ତରରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୧୯ ରୁ ୯/୩୬, ଦିନ ୧୧/୫୩ ରୁ ୨/୫୫, ୩/୪୧ ରୁ ୫/୧୨  | ଅଶୁଭବେଳା : ଦିନ ୯/୩୭ ରୁ ୧୧/୩୦ | ପୁଷ୍କରଦୋଷ : ଏକପାଦ |