Odia Daily Panji 21st June 2017

ଜୁନ ୨୧,୨୦୧୭, ବୁଧବାର, ମିଥୁନ ୭ଦିନ, ଆଷାଢ ୧୨ଦିନ

ଅନ୍ତର୍ଜାତୀୟ ଯୋଗ ଦିବସ, ବୈଷ୍ଣବ ସମ୍ମତ ଏକାଦଶୀ

ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୧୨/୨୫,   ସୂର୍ଯ୍ୟାସ୍ତ : ୬/୨୪/୨୦

ତିଥି : କୃଷ୍ଣ ଦ୍ୱାଦଶୀ, ରାତି ୭/୩୦ | ନକ୍ଷତ୍ର : ଦ୍ୱିଜା ଦିନ ୨/୧୫ ମେଷ ଚନ୍ଦ୍ର ରାତି ୭/୩୫  | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ମେଷ ରାଶି | ଚନ୍ଦ୍ରଶୁଦ୍ଧି : ସନ୍ଧ୍ୟା ୭/୩୫ ପରେ ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ରାତି ୭/୩୦ ପରେ ଦକ୍ଷିଣରେ,  ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫ ରୁ ୧୧/୨୫ ଓ ୨/୦୧ ରୁ ୫/୩୦ ମଧ୍ୟରେ |  ଅଶୁଭବେଳା : ଦିନ ୧୧/୩୫ ରୁ ୧୨/୪୩ ପରେ ୮/୨୭ ମଧ୍ୟେ |  ପୁଷ୍କରଦୋଷ : ନାହିଁ |