Odia Daily Panji 21st November 2017

ନଭେମ୍ବର ୨୧, ୨୦୧୭ରିଖ,ମଙ୍ଗଳବାର,ବିଛା ୭ଦିନ,ମାର୍ଗଶିର ୧୮ଦିନ

ରମ୍ଭା ତୃତୀୟା,ହରେକୃଷ୍ଣ ମହତାବ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୦୨/୨୩, ସୂର୍ଯ୍ୟାସ୍ତ : ୫/୦୨/୨୩

ତିଥି : ଶୁକ୍ଳ ତୃତୀୟା ରାତି ୧୨/୧୨ | ମୂଳା ନକ୍ଷତ୍ର ରାତି ୪/୩୫ | ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର: ମକର ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି  | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ,୧୨/୧୨ ପରେ ନୈଋତ କୋଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ  ୬/୪୯, ଦିନ ୭/୩୩ ରୁ ୧୧/୧୨, ରାତି ୭/୩୯ ରୁ ୮/୩୧, (ମାହେନ୍ଦ୍ର) ଅସ୍ତରୁ ରାତି ୭/୩୯ | ଅଶୁଭବେଳା : ଦିନ ୧୨/୫୬  ରୁ ୨/୧୮ | ପୁଷ୍କରଦୋଷ : ଏକପାଦ |