Odia Daily Panji 21st September 2017
ସେପ୍ଟେମ୍ବର ୨୧, ୨୦୧୭, ଗୁରୁବାର,କନ୍ୟା ୫ ଦିନ,ଆଶ୍ୱିନ ୧୫ଦିନ
ଦୁର୍ଗାମାଧବ ଓ ବାହାର ବିଜେ,ଦ୍ୱିତୀୟା ଚନ୍ଦ୍ରଦର୍ଶନ
ସୂର୍ଯ୍ୟୋଦୟ : ୫/୩୮/୫୨, ସୂର୍ଯ୍ୟାସ୍ତ : ୫/୪୧/୧୦୦
ତିଥି : ଶୁକ୍ଳ ପ୍ରତିପଦ୍ ଦିନ ୧୦/୧୨ ପର୍ଯ୍ୟନ୍ତ | ହସ୍ତା ନକ୍ଷତ୍ର ରାତି ୧୧/୫୨ ପର୍ଯ୍ୟନ୍ତ | କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ବୃଷ ରାଶି | ମେଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପୂର୍ବରେ, ଦିନ ୧୦/୧୨ ପରେ ଉତ୍ତରରେ,ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃ ୫/୪୦ ରୁ ୭/୦୦,ଦିନ ୧/୪୪ ରୁ ୩/୨୦, ସଂଧ୍ୟା ୬/୨୫ ରୁ ୯/୩୫ | ଅଶୁଭବେଳା : ଦିନ ୩/୨୧ ରୁ ୫/୪୦ | ପୁଷ୍କରଦୋଷ : ଏକପାଦ |