Odia Daily Panji 22nd June 2017

ଜୁନ ୨୨,୨୦୧୭, ଗୁରୁବାର, ମିଥୁନ ୮ଦିନ, ଆଷାଢ ୧୩ଦିନ ଶିବଚତୁର୍ଦ୍ଦଶୀ ସୂର୍ଯ୍ୟୋଦୟ : ୫/୧୨/୩୫,   ସୂର୍ଯ୍ୟାସ୍ତ : ୬/୨୪/୩୪ ତିଥି : କୃଷ୍ଣ ତ୍ରୟୋଦଶୀ ଦିନ ୩/୫୦ | ନକ୍ଷତ୍ର : କୃତ୍ତିକା, ଦିନ ୧୧/୩୬ ବୃଷ ଚନ୍ଦ୍ର ଅହୋରାତ୍ର  | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୩/୫୦ ପରେ ପଶ୍ଚିମରେ ଯାତ୍ରା ଶୁଭ |  ଶୁଭକର୍ମ : ବିବାହ, ପାଣିଗ୍ରହଣ, ବିଦ୍ୟାରମ୍ଭ, ନାମକରଣ ଇତ୍ୟାଦି | ଶୁଭବେଳା : (ଅମୃତ) ରାତି ୭/୮ ରୁ ୯/୧୮, ରାତି ୧୨/୧୦ ରୁ ୨/୨୧ ଓ ୩/୪୫ ରୁ ୫/୧୫ |  ଅଶୁଭବେଳା : (କାଳବେଳା) ଦିନ ୩/୫ ରୁ ୬/୨୫ |  ପୁଷ୍କରଦୋଷ : ଏକପାଦ |