Odia Daily Panji 22nd November 2017

ନଭେମ୍ବର ୨୨, ୨୦୧୭, ବୁଧବାର,ବିଛା  ୭ଦିନ,ମାର୍ଗଶିର ୧୮ଦିନ

ସହିଦ ଲକ୍ଷ୍ମଣ ନାୟକ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୦୩/୦୦, ସୂର୍ଯ୍ୟାସ୍ତ : ୫/୦୨/୧୮

ତିଥି : ଶୁକ୍ଳ ଚତୁର୍ଥୀ ରାତି ୨/୫୨ | ପୂର୍ବାଷାଢା ନକ୍ଷତ୍ର ଅହୋରାତ୍ର | ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର: କର୍କଟ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ,ରାତି ୨/୫୨ ପରେ ଦକ୍ଷିଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ସକାଳ ୭/୩୪ ରୁ ୮/୧୭, ଦିନ ୧୦/୨୮ ରୁ ୧୨/୪୦, ସଂଧ୍ୟା ୫/୫୪ ରୁ ୬/୪୬ ପର୍ଯ୍ୟନ୍ତ | ଅଶୁଭବେଳା : ଦିନ ୮/୫୦ ରୁ ୧୦/୨୭ ପର୍ଯ୍ୟନ୍ତ | ପୁଷ୍କରଦୋଷ : ନାହିଁ |