Odia Daily Panji 23rd September 2017
ସେପ୍ଟେମ୍ବର ୨୩, ୨୦୧୭, ଶନିବାର,କନ୍ୟା ୭ ଦିନ, ଆଶ୍ୱିନ ୧୭ଦିନ
ସମଦିବାରାତ୍ର ଦିବସ
ସୂର୍ଯ୍ୟୋଦୟ : ୫/୩୯/୧୦, ସୂର୍ଯ୍ୟାସ୍ତ : ୫/୩୯/୧୦
ତିଥି : ଶୁକ୍ଳ ତୃତୀୟା ଦିନ ୧୧/୦୩ ପର୍ଯ୍ୟନ୍ତ | ସ୍ୱାତୀ ନକ୍ଷତ୍ର ରାତି ୨/୩୭ ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୧୧/୦୩ ପରେ ନୈଋତରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୬/୨୮, ଦିନ ୭/୧୬ ରୁ ୯/୪୦, ୧୨/୦୪ ରୁ ୩/୧୬, ରାତି ୧/୩୯ ରୁ ୨/୨୦ ମଧ୍ୟରେ | ଅଶୁଭବେଳା : ପ୍ରାତଃ ୬/୨୯ ରୁ ୭/୧୫,ଦିନ ୪/୪୦ ରୁ ୫/୩୯ | ପୁଷ୍କରଦୋଷ : ଏକପାଦ,ରାତି ୨/୩୭ ପରେ ଦ୍ୱିପାଦ |