Odia Daily Panji 24th June 2017

ଜୁନ ୨୪,୨୦୧୭, ଶନିବାର, ମିଥୁନ ୧୦ଦିନ, ଆଷାଢ ୧୫ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ, ଅମାବାସ୍ୟା ଉତ୍କଳମଣଶ ଗୋପବନ୍ଧୁ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୩/୦୫,   ସୂର୍ଯ୍ୟାସ୍ତ : ୬/୨୪/୫୫ ତିଥି : ଅମାବାସ୍ୟା, ଦିନ ୮/୪୦; ପ୍ରତିପଦ କ୍ଷୟ ରାତି ୪/୩୮ | ନକ୍ଷତ୍ର : ମୃଗଶିରା ପ୍ରାତଃ ୫/୩୫, ଆଦ୍ରା କ୍ଷୟ ରାତି ୨/୪୭; ମିଥୁନ ଚନ୍ଦ୍ର ଅହୋରାତ୍ର  | ଘାତବାର : ବୃଷ, ସିଂହ, କନ୍ୟା ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃ୍ଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟରେ, ଦିନ ୮/୪୦ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୩/୪୫ ରୁ ସଂନ୍ଧ୍ୟା ୬/୨୫, ରାତି ୭/୫୦ |  ଅଶୁଭବେଳା : ଦିନ୧/୩୦ ରୁ ୩/୦୮ |  ପୁଷ୍କରଦୋଷ : ଏକପାଦ ରାତି ୨/୪୭ ପରେ ଦ୍ୱିପାଦ |