Odia Daily Panji 24th September 2017
ସେପ୍ଟେମ୍ବର ୨୪, ୨୦୧୭, ରବିବାର,କନ୍ୟା ୮ଦିନ,ଆଶ୍ୱିନ ୧୮ଦିନ
ସ୍ୱାମୀ ଚିଦାନନ୍ଦ ଜୟନ୍ତୀ
ସୂର୍ଯ୍ୟୋଦୟ : ୫/୩୯/୩୨, ସୂର୍ଯ୍ୟାସ୍ତ : ୫/୩୮/୧୬
ତିଥି : ଶୁକ୍ଳ ଚତୁର୍ଥୀ ଦିନ ୧୨/୨୨ ପର୍ଯ୍ୟନ୍ତ | ବିଶାଖା ନକ୍ଷତ୍ର ରାତି ୪/୫୩, ତୁଳା ଚନ୍ଦ୍ର ରାତି ୧୦/୧୯ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀର ପାର୍ବଣ | ଯୋଗିନୀ ସ୍ଥିତି : ନୈଋତ କୋଣରେ , ଦିନ ୧୨/୨୨ ପରେ ଦକ୍ଷିଣରେ, ଯାତ୍ରା ଶୁଭ | ଶୁଭକର୍ମ : ହଳ ପ୍ରବାହ, ବୀଜବପନ, ଅନ୍ନପ୍ରାଶନ,ବୃକ୍ଷରୋପଣ | ଶୁଭବେଳା : (ଅମୃତ) ସକାଳ ୬/୨୯ ରୁ ୮/୫୩, ୧୨/୫୩ ରୁ ୩/୧୭, ରାତି ୭/୫୯ ରୁ ୯/୩୫,୧୧/୫୮ ରୁ ୧/୩୪, ୨/୨୨ ରୁ ୫/୪୦ | (ମାହେନ୍ଦ୍ର) ଦିନ ୪/୦୫ ରୁ ୪/୫୩ | ଅଶୁଭବେଳା : ଦିନ ୧୦/୦୫ ରୁ ୧୨/୫୮ | ପୁଷ୍କରଦୋଷ : ଦ୍ୱିପାଦ, ରାତି ୪/୫୩ ପରେ ଏକପାଦ |