Odia Daily Panji 25th January 2018

ଜାନୁୟାରୀ ୨୫,୨୦୧୮,ଗୁରୁବାର, ମକର  ୧୨ଦିନ, ମାଘ ୨୩ଦିନ

ଭୀଷ୍ମାଷ୍ଟମୀ, ମାଧ୍ୱାଚାର୍ଯ୍ୟ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୨୭/୨୦,   ସୂର୍ଯ୍ୟାସ୍ତ : ୫/୩୦/୧୨

ତିଥି : ଶୁକ୍ଳ ଅଷ୍ଟମୀ ଦିନ ୨/୫୩ | ଅଶ୍ୱିନୀ ନକ୍ଷତ୍ର ଦିନ ୮/୩୯, ମେଷ ଚନ୍ଦ୍ର ଅହୋରାତ୍ର l ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ମେଷ ରାଶି l ମେଷ,ମିଥୁନ,କର୍କଟ,କନ୍ୟା,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ନବମୀର ପାର୍ବଣ l ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ଦିନ ୨/୫୩ ପରେ ପୂର୍ବରେ, ଯାତ୍ରା ନିଷେଧ l ଶୁଭକର୍ମ : ନାହିଁ l ଶୁଭବେଳା : (ଅମୃତ) ଦିନ ୧୦/୫୩ ରୁ ୧/୦୬, ରାତି ୧/୧୬ ରୁ ୩/୫୧ l  ଅଶୁଭବେଳା : ଦିନ ୨/୪୬ ରୁ ୫/୩୩ l  ପୁଷ୍କରଦୋଷ : ନାହିଁ l