Odia Daily Panji 25th June 2017

ଜୁନ ୨୫,୨୦୧୭, ରବିବାର, ମିଥୁନ ୧୧ଦିନ, ଆଷାଢ ୧୬ଦିନ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦ୍ୱିତୀୟା ଚନ୍ଦ୍ରଦର୍ଶନ, ରୋଜା ଶେଷ ସୂର୍ଯ୍ୟୋଦୟ : ୫/୧୩/୨୦,   ସୂର୍ଯ୍ୟାସ୍ତ : ୬/୨୫/୦୮ ତିଥି : ଶୁକ୍ଳ ଦ୍ୱିତୀୟା, ରାତି ୧/୧୦ | ନକ୍ଷତ୍ର : ପୁନର୍ବସୁ, ରାତି ୧୨/୦୭, ମିଥୁନ ଚନ୍ଦ୍ର ରାତି ୬/୪୪  | ଘାତବାର : ମେଷ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ଚନ୍ଦ୍ରଶୁଦ୍ଧି : ରାତି ୬/୪୪ ପରେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି ୧/୧୦ ପଏ ଅଗ୍ନି କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ବୃକ୍ଷରୋପଣ, ନାମକରଣ, ଯାନାରୋହଣ, ଦେବତାଗଠନ, ଗୃହାରମ୍ଭ ଓ ପ୍ରତିଷ୍ଠା | ଶୁଭବେଳା : (ଅମୃତ) ଦିନ ୭ ରୁ ୯/୩୫, ୧୨/୧୫ ରୁ ୨/୫୪ ଓ ଅସ୍ତରୁ ରାତି ୭/୫୨ |  ଅଶୁଭବେଳା : ଦିନ୧୦/୧୦ ରୁ ୧୨/୧୪ |  ପୁଷ୍କରଦୋଷ : ନାହିଁ |