Odia Daily Panji 25th November 2017

ନଭେମ୍ବର ୨୫, ୨୦୧୭, ଶନିବାର,ବିଛା  ୧୦ଦିନ,ମାର୍ଗଶିର ୨୧ଦିନ

ଶ୍ରୀମନ୍ଦିରରେ  ଓଢଣ ଷଷ୍ଠୀ ଶ୍ରୀ ଜିଉଙ୍କ ଘୋଡଲାଗି

ଗୋଦାବରୀଶ ମହାପାତ୍ରଙ୍କ ସ୍ମୃତି ଦିବସ

ସୂର୍ଯ୍ୟୋଦୟ : ୬/୦୪/୫୦, ସୂର୍ଯ୍ୟାସ୍ତ : ୫/୦୨/୦୭

ତିଥି : ଶୁକ୍ଳ ଷଷ୍ଠୀ ମଳ ଦି ୭/୪୬ | ଶ୍ରବଣା ନକ୍ଷତ୍ର ଦିନ ୧/୨୦ | ମକର ଚନ୍ଦ୍ର ୨/୩୨ | ଘାତବାର: ବୃଷ,ସିଂହ,କନ୍ୟା | ଘାତଚନ୍ଦ୍ର : ସିଂହ ରାଶି | ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ,୭/୪୬ ପରେ ବାୟବ୍ୟରେ, ଯାତ୍ରା ନିଷେଧ | ଶୁଭକର୍ମ : ବିବାହ-ପାଣି ଗ୍ରହଣ | ଶୁଭବେଳା : (ଅମୃତ) ଦିନ ୭/୩୫ ରୁ ୯/୪୬, ୧୧/୫୭ ରୁ ୨/୫୧; (ମାହେନ୍ଦ୍ର) ଦିନ ୨/୩୮ ରୁ ୩/୩୦ | ଅଶୁଭବେଳା : ଦିନ ୩/୪୦  ରୁ ୫/୦୨ ମଧ୍ୟରେ | ପୁଷ୍କରଦୋଷ : ଏକପାଦ, ଦିନ ୭/୪୬ ପରେ ଦ୍ୱିପାଦ  |